କାର୍ଯ୍ୟରତ ୨୫ ଡାକ୍ତରଙ୍କୁ ନୋଟିସ୍

Odisha News: ୨୫ ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ନୋଟିସ । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିୟମିତ ଡାକ୍ତରଖାନାକୁ ଆସୁନଥିବା ଅଭିଯୋଗରେ ପରେ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ ଏହି ନୋଟିସ୍ ଜାରି କରିଛନ୍ତି ।

Odisha

ତେବେ ଅଭିଯୋଗ ରହିଛି କିଛି ଡାକ୍ତରମାନେ ନିୟମିତ ଡାକ୍ତରଖାନାକୁ ଆସୁ ନାହାଁନ୍ତି । ଏପରି ଜୟପୁରର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ରିଭ୍ୟୁ ବୈଠକରେ ମଧ୍ୟ ସେ ଯୋଗ ଦେଇ ନଥିଲେ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅସନ୍ତୋଷ ଅଭିଯୋଗ କରିଛନ୍ତି ।ବର୍ତ୍ତମାନ ସମସ୍ତ ଡାକ୍ତରଙ୍କୁ ଆସନ୍ତାକାଲି ସୁଦ୍ଧା ଏକ ଲିଖିତ ଜାବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+