ଚାଉଳ ଅଭାବରୁ ନୁହେଁ, ବାସୀ ଖାଦ୍ୟ ଖାଇ ମୃତ୍ୟୁ: କୃଷ୍ଣଚନ୍ଦ୍ର ପାତ୍ର

ଆମ୍ବ ଟାକୁଆ ଏକ ପ୍ରସଙ୍ଗ ନୁହେଁ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପର୍ଯ୍ୟାପ୍ତ ଚାଉଳ ମହଜୁଦ ଥାଇ ବି ସେମାନଙ୍କର ମୃତ୍ୟୁ ହୋଇଛି। ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ, ସବୁବେଳେ ଖାଆନ୍ତି । ଚାଉଳ ଅଭାବରୁ ନୁହେଁ, ବାସୀ ଖାଦ୍ୟ ଖାଇ ମୃତ୍ୟୁ ହୋଇଛି।

krushan chandra patra

ସିଂଘମ ଫିଲ୍ମ ଡାଇଲଗ୍ ଶୁଣାଇ ଯୋଗାଣ ମନ୍ତ୍ରୀଙ୍କ ଉପଦେଶ। ଯୋଗାଣ ସହାୟକ ବୈଠକରେ ଦୁର୍ନୀତି ରୋକିବାକୁ ଦେଲେ ପରାମର୍ଶ। ଆପଣ ଚାହିଁଲେ ମଣ୍ଡିରେ ଭ୍ରଷ୍ଟାଚାର ହେବନି। ଅନ୍ୟାୟ କରୁଥିବା ଓ ପ୍ରଶ୍ରୟ ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା। ମୁଁ ଶପଥ ନେଇଛି, ଏହି ବିଭାଗକୁ ସ୍ୱଚ୍ଛ କରିବି। ଧାନ କିଣା ବେଳେ ସ୍ୱଚ୍ଛତା ରଖିବାକୁ ସହାୟକମାନଙ୍କୁ ପରାମର୍ଶ ଦେଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+