ସାତପଡ଼ାରେ ଆଜିଠାରୁ ସ୍ୱାଭାବିକ ଡ଼ଙ୍ଗା ଚଳାଚଳ

ଚିଲିକା ସାତପଡ଼ାରେ ଆଜିଠାରୁ ସ୍ୱାଭାବିକ ଡ଼ଙ୍ଗା ଚଳାଚଳ । ଘନ କୁହୁଡ଼ି ଯୋଗୁଁ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି । ଡଙ୍ଗା ଓ ଭେସାଲ ସ୍ବାଭାବିକ ଭାବେ ଚଳାଚଳ କରିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଲାଇଫ ଜ୍ୟାକେଟ, ସେଫଟି ବେଲ୍ଟ ଓ ଜୀବନ ବଞ୍ଚିବା ସରଞ୍ଜାମ ନେଇ ଯାତ୍ରା କରିବା ପାଇଁ ସମସ୍ତ ଡ଼ଙ୍ଗା ଓ ଭସାପୋଲ ପାଇଁ କଡା ନିୟମ ଜାରିକରାଯାଇଛି ।

Satapada

ନିୟମ ନମାନିଲେ ଲାଇସେନ୍ସ ରଦ୍ଧ କରାଯିବ ବୋଲି ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଘନ କୁହୁଡ଼ି ଯୋଗୁଁ ବାରମ୍ବାର ଡଙ୍ଗା ଚଳାଚଳରେ ବାଧା ସୃଷ୍ଟି ହେଉଥିଲା । ଭସାପୋଲରୁ ଖସି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏହାପରେ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+