Get Updates
Get notified of breaking news, exclusive insights, and must-see stories!

କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ ; ମୁଣ୍ଡଳୀରେ ଲକ୍ଷେ କ୍ୟୁସେକ୍ ତଳେ ଜଳ ପ୍ରବାହିତ

କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ସୁବର୍ଣ୍ଣରେଖାରେ ୨୦.୯୭, ବୁଢ଼ାବଳଙ୍ଗରେ ୪୩.୦୭, ବୈତରଣୀରେ ୩୦.୬୫ ମିମି ବର୍ଷା'।

ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବ । ସତର୍କ ସଂକେତ ଉପରକୁ ଯିବ, ଆଜି ବର୍ଷା ନ ହେଲେ ବିପଦ ସଂକେତ ଟପିବନି
। ହୀରାକୁଦରେ ୬୨୬.୩୧ ଫୁଟ, ରେଙ୍ଗାଳିରେ ୧୨୨.୭୩ ମିଟର ଜଳ ଅଛି । ମୁଣ୍ଡଳୀରେ ଲକ୍ଷେ କ୍ୟୁସେକ୍ ତଳେ ଜଳ ପ୍ରବାହିତ ହେଉଛି କହିଲେ ସର୍ବୋଚ୍ଚ ଯନ୍ତ୍ରୀ ।

No river is in flood condition says top engineer
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+