ରାଜ୍ୟରେ ୨ ସପ୍ତାହ ଯାଏ ଶୀତରୁ ନାହିଁ ନିସ୍ତାର
ଆଗାମୀ ଦୁଇ ସପ୍ତାହ ଯାଏଁ ପ୍ରବଳ ଶୀତ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ଶୀତ ।

ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।ଗତକାଲି ରାଜ୍ୟର ୨୪ଟି ସହରରେ ରାତିରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ ରହିଥିଲା । ଜି.ଉଦୟଗିରିରେ ତାପମାତ୍ରା ସର୍ବନିମ୍ନ ୨.୫ ଡିଗ୍ରୀକୁ ଖସିଥିଲା । ସେହିପରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୯.୪ ଡିଗ୍ରୀକୁ ଖସିଥିଲା ।












Click it and Unblock the Notifications