ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ। ଏବେ ସବୁ ଟ୍ରେଜରୀ କାମ ଅନ୍ଲାଇନ ମାଧ୍ୟମରେ ହେଉଛି' । ପେନସନ୍ରୁ ଆରମ୍ଭ କରି ଚାଲାଣ ଓ ବିଲ୍ ଅନ୍ଲାଇନରେ ହେଉଛି' । ଇ-ଭାଉଚର୍ରେ ସବୁ ହେଉଥିବାରୁ ଆଉ ସବ୍-ଟ୍ରେଜରୀ ଖୋଲିବ ନାହିଁ। ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରି ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।













Click it and Unblock the Notifications