ଶ୍ରୀମନ୍ଦିରର ୧ କିମି ପରିଧି ଓ ବଡ଼ଦାଣ୍ଡରେ ରହିବନି ମଦ ଦୋକାନ
ଶ୍ରୀମନ୍ଦିରର ୧ କିମି ପରିଧି ଓ ବଡ଼ଦାଣ୍ଡରେ ରହିବନି ମଦ ଦୋକାନ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ ।
ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ । ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ।













Click it and Unblock the Notifications