ପୂଜାରେ ଏଥର ଲାଗିପାରିବନି ଲେଜର ଲାଇଟ୍ ; ସୂଚନା ଦେଲେ ଜିଲ୍ଲାପାଳ

ଚଳିତ ବର୍ଷ ଦୁର୍ଗାପୂଜାରେ ଲେଜର ଲାଇଟ୍ ଉପରେ ଲାଗିଲା କଟକଣା । ପୂଜା ବେଳେ ଲେଜର ଲାଇଟ୍ ବ୍ୟବହାର କରିପାରିବେନି ପୂଜା କମିଟି । ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

durga puja

ସେହିଭଳି ପୂଜା ଭସାଣୀ ବେଳେ ଫାୟାର ଗନ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ଲେଜର ଲାଇଟ ଓ ଫାୟାର ଗନ୍ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ପୂଜାରେ ଏହି କଟକଣାକୁ କଡାକଡି ଲାଗୁ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+