ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ ବସ୍‌ରେ ନାହିଁ ଫିଟ୍‌ନେସ୍‌

ଓଡ଼ିଶାବାସୀ ସାବଧାନ । ସ୍କୁଲ ବସରେ ନାହିଁ ଫିଟନେସ୍‌ । ଆପଣ ଯଦି ନିଜର ପିଲାଙ୍କୁ ସ୍କୁଲ ବସରେ ଛାଡୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ । ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ସ୍କୁଲ, କଲେ ଯାଉଛନ୍ତି ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ଟି ବସରେ ଫିଟନେସ୍‌ ସାର୍ଟିଫିକେଟ ନଥିବା ସୂଚନା ମିଳିଛି । ସେଥିରୁ ରାଜଧାନୀରେ ଗଡୁଥିବା ୧୭ଟି ବସରେ ଫିଟନେସ୍‌ ସାର୍ଟିଫିକେଟ୍‌ ନଥିବା ଜଣାପଡିଛି ।

buses carrying students
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+