୧୭ରେ ଓଡ଼ିଶା ଗସ୍ତରେ ଆସିବେ ନୀତିନ ଗଡ଼କରୀ

Odisha News: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଆସନ୍ତା ୧୭ ତାରିଖରେ ଆସିବେ ଗଡ଼କରୀ, ଏହି ସମୟରେ ସେ କଟକରେ ଆୟୋଜିତ ମହତାବଙ୍କ ଜୟନ୍ତୀ ଅଉତ୍ସବରେ ଯୋଗଦେବେ ।

Nitin Gadkari

ସେହିପରି ବିଭିନ୍ନ NHAI ପ୍ରକଳ୍ପର ସମୀକ୍ଷା କରିବେ ଏବଂ ୫ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ମଧ୍ୟ କରିବେ ଗଡ଼କରୀ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+