୮୪ତମ ରୋଡ୍ସ କଂଗ୍ରେସ ସମାବେଶର ଉଦ୍ଘାଟନ କଲେ ନିତିନ ଗଡ଼କରୀ।; ମୁଖ୍ୟମନ୍ତ୍ରୀ ଉପସ୍ଥିତ
ଜନତା ମୈଦାନରେ ରୋଡ୍ସ କଂଗ୍ରେସ ସମାବେଶ ଉଦ୍ଘାଟିତ । ୮୪ତମ ରୋଡ୍ସ କଂଗ୍ରେସ ସମାବେଶର ଉଦ୍ଘାଟନ କଲେ ନିତିନ ଗଡ଼କରୀ। ନଭେମ୍ବର ୧୦ ଯାଏଁ ସଡ଼କ ଓ ପରିବହନ ଉପରେ ହେବ ଆଲୋଚନା । ୮୪ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ ହଜାରରୁ ଅଧିକ ପ୍ରତିନିଧି।













Click it and Unblock the Notifications