ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ; ଯୁବପିଢ଼ିଙ୍କୁ ଆଗକୁ ରାସ୍ତା ଛାଡ଼ିବା ଦରକାର
ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ । ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବପିଢ଼ିଙ୍କୁ ଆଗକୁ ରାସ୍ତା ଛାଡ଼ିବା ଦରକାର ବୋଲି ସେ କହିଛନ୍ତି ।
ଭଣ୍ଡାରୀପୋଖରୀରୁ କିଏ ଲଢ଼ିବ ପ୍ରଶ୍ନରେ ରଖିଲେ ମତ। ମୋତେ ଦଳ ପଚାରିଲେ ମୋର ମତ ରଖିପାରିବି ବୋଲି ସେ କହିଛନ୍ତି ।

ଗତକାଲି ଗୋଟିଏ ମଞ୍ଚରେ ବସିଥିଲେ ନିରଞ୍ଜନ ପଟ୍ଟନାୟକ ଏଵଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ଏପଟେ ନିରଞ୍ଜନ ପଟ୍ଟନାୟକ କହିଲେ ବୟସ ହେଇଗଲାଣି, ପୁଅକୁ ଛାଡ଼ିବି ରାସ୍ତା । ସେପଟେ ଜୟଦେବ ଜେନା କହିଲେ ଆମେ ଆମ ଘରର ମୁଖିଆ ନିରଞ୍ଜନଙ୍କୁ ଛାଡ଼ିବୁ ନାହିଁ । ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟାରେ ତାଙ୍କ ପୁଅ ନବଜ୍ୟୋତି l କହିଲେ ବାପା ଆମ ଆଦର୍ଶ । ତାଙ୍କ ପରି ପରିଶ୍ରମ ଆମେ କରିପାରିବୁ ନାହିଁ । ରାଜନୀତିରେ ନିରଞ୍ଜନ ପଟ୍ଟନାୟକଙ୍କ ବିନା କଂଗ୍ରେସ ଆଗକୁ ବଢ଼ିପାରିବ ନାହିଁ ।
More From
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications