ନିଖିଲ ପୱନ କଲ୍ୟାଣ ହେଲେ ଯାଜପୁର ନୂଆ ଜିଲ୍ଲାପାଳ
ନିଖିଲ ପୱନ କଲ୍ୟାଣ ହେଲେ ଯାଜପୁର ନୂଆ ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ବଦଳି ହୋଇଛି ।

ଯାଜପୁରରେ ଗ୍ରାମୀଣ ବିକାଶ ବିଭାଗର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।












Click it and Unblock the Notifications