Get Updates
Get notified of breaking news, exclusive insights, and must-see stories!

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା : ୩ବରିଷ୍ଠ ଅଧିକାରୀ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ

ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ୨୦୨୩ରେ ନାଇଟ୍‌ କ୍ଲବ ଖୋଲିବା ପାଇଁ ଅନୁମତି ପ୍ରଦାନ ଏବଂ ଔପଚାରିକତା ପୁରଣ କରିବାରେ ଭୂମିକା ଗ୍ରହ କରିଥିବା ସମସ୍ତ ତିନି ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ପଞ୍ଚାୟତ ନିର୍ଦ୍ଦେଶକ ସିଦ୍ଧି ତୁଷାର ହରଲଙ୍କର, ଗୋଆ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ସଦସ୍ୟ ସଚିବ ଡକ୍ଟର ଶମିଳା ମୋଣ୍ଟେଇରୋ ଏବଂ ଗ୍ରାମ ପଞ୍ଚାୟତ ଅର୍ପୋରା-ନାଗୋଆର ପୂର୍ବତନ ସଚିବ ରଘୁବୀର ବାଗକର ରହିଛନ୍ତି ।

Nightclub fire incident

ପାଣାଜୀ ଠାରୁ ୨୫କି.ମି ଦୂର ଅର୍ପୋରା ଗ୍ରାମରେ ଥିବା 'ଦ ବ୍ରିଚ୍‌ ବାଇ ରୋମିଓ ଲେନ୍‌' ନାମକ ନାଇଟ୍‌ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୫ଜଣଙ୍କ ଜୀବନ ଯାଇଥିବା ବେଳେ ୬ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ୨୦ଜଣ ନାଇଟ୍‌ କ୍ଲବର ମାଲିକଙ୍କ ନାଁରେ ମାମଲା ରୁଜୁ କରିଥିବାବେଳେ ୪ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+