Malkangiri NIA Raid: nbsp; nbsp;ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ NIAର ରେଡ୍ ହୋଇଥିବା ବେଳେ ସୁକମାର ୨ଟି ସ୍ଥାନରେ ମଧ୍ୟ କରାଯାଇଛି । ତେବେ ନକ୍ସଲ ଲିଙ୍କ୍ ଥିବା ନେଇ ସୂଚନା ମିଳିବା ପରେ ଏନଆଇଏ ରେଡ୍ କରାଯାଉଥିବା ନେଇ ସୂଚନା ରହିଛି ।