କିଟ୍, କିସରେ ପହଞ୍ଚିଲା NHRC ଟିମ୍, ଛୋଟ ପିଲାଙ୍କ ବାବଦରେ ତଥ୍ୟ ସଂଗ୍ରହ
Odisha News: କିଟ୍ ସହ କିସରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି NHRC ଟିମ୍ । କିସରେ ପଢୁଥିବା ଛୋଟ ପିଲାଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ସହ କିସକୁ ନେଇ ପୂର୍ବରୁ ଅଭିଯୋଗ ଥିବାରୁ ପଚରାଉଚରା କରୁଥିବା ନେଇ ସୂଚନା ରହିଛି ।
NHRC ଅଧିକାରୀଙ୍କ ସୂଚନା ଅନୁସାରେ, କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ କିଟ୍ ଏବଂ କିମସରେ ଯାଞ୍ଚ କରାଯାଇଛି । ଏହାସହ ଭିନ୍ନ ଭିନ୍ନ ଲୋକଙ୍କ ଷ୍ଟେଟମେଣ୍ଟ ମଧ୍ୟ ରେକର୍ଡ କରାଯାଇଛି ଏହି ରିପୋର୍ଟକୁ କମିଶନଙ୍କ ନିକଟରେ ଦାଖଲ କରାଯିବ ।

କିସରେ ପଢୁଥିବା ଛୋଟ ପିଲାଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ସହ ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ ପରେ ଫେରିଯାଇଛି ମାନବ ଅଧିକାର କମିସନଙ୍କ ଟିମ୍ ।












Click it and Unblock the Notifications