Ragging Allegation Surfaces At Berhampur: MKCG ମେଡିକାଲ କଲେଜ ଓ ଡାକ୍ତରଖାନାରେ ରାଗିଂ ଅଭିଯୋଗ । MBBSର ସିନିୟର ଛାତ୍ରଛାତ୍ରୀ ମାନେ ଜୁନିୟରଙ୍କୁ ରାଗିଂ କରୁଥିବା ନେଇ ନ୍ୟାସନାଲ ମେଡିକାର କାଉନସିଲ୍ ଆଣ୍ଟି ରାଗିଂ ସେଲକୁ ଇ-ମେଲରେ ଏକ ଅଭିଯୋଗ କରାଯାଇଛି ।