ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ୨୦୨୫ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଶନିବାର ହେବନି ସକାଳୁଆ ସ୍କୁଲ୍ 

ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ଶନିବାର ଦିନ ହେବନି ସକାଳୁଆ ସ୍କୁଲ । କୋରାପୁଟ ଜିଲ୍ଲାରେ ଶନିବାର ଦିନ ହେବନି ସକାଳୁଆ ସ୍କୁଲ । ଶୀତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଶନିବାର ସକାଳେ ସ୍କୁଲ ହେବି ବୋଲି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି ଲେଖି ସୂଚନା ଦେଇଛନ୍ତି । ତେବେ ନିର୍ଦ୍ଦେଶ ମୁତାବକ, ଆଗାମୀ ଶନିବାରରୁ ସକାଳୁଆ ପରିବର୍ତ୍ତେ ଦିନ ୧୦ଟାରୁ ଖୋଲିବ ସ୍କୁଲ୍ । ଆଗାମୀ ଶନିବାରରୁ ସକାଳୁଆ ପରିବର୍ତ୍ତେ ଦିନ ୧୦ରୁ ଖୋଲିବ ସ୍କୁଲ୍ । ୨୦୨୫ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଶନିବାର ସକାଳୁଆ ସ୍କୁଲ୍ ହେବ ।

news for students
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+