ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ
ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ
କେନ୍ଦୁଝର: ପୁଣି ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଗୋପିନାଥପୁର ଗାଁ ନିକଟ ଏକ ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ଏକ ବ୍ୟାଗ ଭିତରୁ ନବଜାତ ଶିଶୁକୁ ଉଦ୍ଧାର କରାଯାଇ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।













Click it and Unblock the Notifications