ନୂଆ ବର୍ଷରୁ ନୂଆ ନିୟମ; କଠୋର ହେବ ଅବକାରୀ ବିଭାଗ, ଚୋରା ମଦ ବିକ୍ରି ହେଲେ ହେବ କଡା କାର୍ଯ୍ୟନୁଷ୍ଠାନ

ଆଉ କିଛି ଦିନର ଅପେକ୍ଷା, ବିଶ୍ୱ ପାଳିବ ନବ ବର୍ଷ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଭୋଜି ଭାତ, ନାଚ ଗୀତର ଆସର ଜମିବ । ନବ ବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା' ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

Parthiraj Harichandan

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିରୋ ନାଇଟକୁ ନେଇ ବିଭାଗ ପ୍ରସ୍ତୁତ ହୋଇ ରହିଛି । ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଛି । ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ । ଜିରୋ ନାଇଟର ଆଳ ଦେଖାଇ ଚୋରା ମଦ ବିକ୍ରି କରିପାରିବେ ନାହିଁ କେହି । ଚୋରା ମଦ ବିକ୍ରି କଲେ ସରକାର କୋଠର କାର୍ୟ୍ୟାନୁଷ୍ଠାନ ନେବେ । ଆଗାମୀ ଜାନୁଆରୀ ଶେଷ ପର୍ୟ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି । ପ୍ରତ୍ୟକ ଜିଲ୍ଲାକୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+