ଭକ୍ତନିବାସ ବୁକିଂ ପାଇଁ ନୂଆ ୱେବସାଇଟ୍‌ ଲୋକାର୍ପିତ

ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସ ଗୁଡ଼ିକର ବୁକିଂ ପାଇଁ ନୂଆ ୱେବ ଆପ୍ଲିକେସନ । ନୂଆ ୱେବ ଆପ୍ଲିକସନର ଆଜି ଲୋକାର୍ପିତ ହୋଇଛି ।

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସ ଗୁଡ଼ିକର ବୁକିଂ ପାଇଁ ନୂଆ ୱେବ ଆପ୍ଲିକେସନ । ନୂଆ ୱେବ ଆପ୍ଲିକସନର ଆଜି ଲୋକାର୍ପିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉନ୍ମୋଚନ କରିଛନ୍ତି। https://stayatpurijagannatha.in/ ଲଗଇନ୍ କରି ବୁକି କରି ହେବ ।

Bhakta Nivas website

ଏହି ଆପ୍ଲିକେସନ ଜରିଆରେ ନୀଳାଦ୍ରୀ ଭକ୍ତ ନିବାସ, ଶ୍ରୀଗୁଣ୍ଡିଚା ଓ ନୀଳାଚଳ ଭକ୍ତ ନିବାସ ପାଇଁ ଅନଲାଇନ୍‌ ରୁମ୍‌ ବୁକିଂ କରିହେବ। ଲୋକାର୍ପଣ କାର୍ଯ୍ୟକ୍ରମରେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଓ ପରିଚାଳନା କମିଟିର ସେବକ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+