ମାର୍କେଟରେ ଏଥର ଡାଲେମା ସାଥିରେ ଓଉ ରାଇତା; ମାତ୍ର ୫ ଟଙ୍କାରେ...

ମାର୍କେଟରେ ଏଥର ଗୁଆଘିଅ ନୁହେଁ ଡାଲେମା । ଆଉ ଖାଲି ଡାଲେମା ନୁହେଁ ମ ସାଥିରେ ଓଉ ରାଇତା । ଆଜ୍ଞା ହଁ ମାତ୍ର ୫ ଟଙ୍କାରେ ମିଳୁଛି ଡାଲମା ଆଉ ଓଉ ରାଇତା । ମାର୍କେଟରେ ଏବେ ଏହି ଦୁଇଟି ଜିନିଷ କେବଳ । ରାଜଧାନୀରେ ମିଳୁଛି । ମାତ୍ର ୫ ଟଙ୍କା ଦେଇ ପ୍ୟାକେଟ କିଣି ପାରିବେ ଲାଗୁଚି ଯେମିତି ପୂଜା ବଜାରରେ ନୂଆ ଆସିଚି ମାର୍କେଟ କୁ ।

ୟୁଟ୍ୟୁବ୍ ର ବିଭିନ୍ନ ବିଷୟରେ ଡାଲେମା ନାମଟି ଭାରି ପ୍ରସିଦ୍ଧ । ଆଉ ଲୋକପ୍ରିୟ ହେବା ସହ ଏହି ନାଁ ଆଉ କାହାକୁ ଅଛପା ନାହିଁ । ପ୍ରସିଦ୍ଧ କମେଡିଆନ ଅନୁଗୁଳିଆ ବଣ୍ଟିଙ୍କ ଏକ କମେଡିରେ ଡ଼ାଲେମା ନାମ ବ୍ୟବହୃତ ହୋଇଥିଲା । ଯେଉଁଥିରେ ଡାଲେମା ତାଙ୍କ ପତ୍ନୀ ନାମ ଥିଲା । ସେ ତାକୁ ଛାଡ଼ି ଅଠର ବର୍ଷର୍ ଝିଅ ସହ ବାହା ହୋଇଥିଲେ ।

new things in market

ସେହିପରି ଓଉ ରାଇତା ନାମ ଟି ଭାରି ପ୍ରସିଦ୍ଧ । ଗୁଲୁଆଙ୍କ କମେଡିରୁ ଏହି ଶବ୍ଦ ଟି ଥାଏ । ତେବେ ଏହା ନାମରେ କୁରୁକୁରି ଏବେ ମାର୍କେଟରେ ମିଳୁଛି । ଆଉ ଲୋକେ କହୁଛନ୍ତି ଡାଲେମା ସହ ଓଉ ରାଇତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+