ନବ ଦାସ ହତ୍ୟା ମାମଲା; ବିଜେଡି ବିଧାୟକ କହିଲେ ସିବିଆଇ ତଦନ୍ତ ହେଲା ଭଲ ହେବ

ସିବିଆଇ ତଦନ୍ତ ପାଇଁ ନବ ଦାସଙ୍କ ଝିଅ ଦିପାଳି ଦାସ ଦାବି କରିବା ବିଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି । ଏହାରି ଭିତରେ ବିଜେଡି ବିଧାୟକ ମନୋହର ରନ୍ଧାରୀ ପ୍ରତିକ୍ରିୟା ରଖିଛନ୍ତି, କହିଛନ୍ତି..ତାକୁ ସିବିଆଇ କିମ୍ବା କାହାକୁ ଦେଲେ ମୁଖ୍ୟ ଆସାମୀ ଧରାପଡ଼ିବ ସେଇଟାକୁ ସରକାର ନିଷ୍ପତ୍ତି ନେବା ଦରକାର । ଯେହେତୁ ତାଙ୍କ ପରିବାର ଅର୍ଥାତ ତାଙ୍କ ଝିଅ ଦାବି କରୁଛନ୍ତି ତେଣୁ ସିବିଆଇ ତଦନ୍ତ ହେଲେ ଭଲ ହେବ ।

Manohar Ranhari

ଏତେ ବଡ଼ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଧରାପଡିଲେ ଭଲ । ସେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଯିଏ ଧରାପଡିଥିଲା ସେ ଏବେ ଜେଲ ରେ ଅଛି । ତାଙ୍କ ପରିବାରର ଦାବି ଉଚିତ ଅଛି,ସରକାର ନିଷ୍ପତ୍ତି ନିଅନ୍ତୁ । ସିବିଆଇ ହେଉଛି ଗୋଟେ ଭଲ ତଦନ୍ତକାରୀ ସଂସ୍ଥା । ବାପା ହତ୍ୟାକାଣ୍ଡ ପାଇଁ ପରିବାର ଯାହା ବି ହେଲେ ଚାହିଁବେ ମୁଖ୍ୟ ଆସାମୀ କିମ୍ବା ଆଉ କିଏ ଯଦି ରହି ଯାଇଛନ୍ତି ସେମାନେ ଧରା ପଡ଼ନ୍ତୁ । ସେଥିପାଇଁ ସେମାନେ ସିବିଆଇ ତଦନ୍ତ ହେଲେ ଖୁବଶୀଘ୍ର ସେମାନେ ଧରାପଡିବେ ବୋଲି ନବ ଦାସ ଙ୍କ ପରିବାର ଭାବୁଥିବେ । ମୋର ବିଶ୍ୱାସ ଅଛି ସିବିଆଇ ତଦନ୍ତ ହେଲେ ମୁଖ୍ୟ ଆସାମୀ ଧରା ପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+