ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ–କୋରାପୁଟ ଏକ୍ସପ୍ରେସ୍, ସପ୍ତାହରେ ତିନି ଦିନ ଚାଲିବ ଏହି ଟ୍ରେନ

ଖୁବ୍ ଶୀଘ୍ର ଚଳାଚଳ କରିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ୍ । ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ପର୍ଯ୍ୟନ୍ତ ଗଡ଼ିବ ପୁରୀ-କୋରାପୁଟ ଏକ୍ସପ୍ରେସ୍ । ସପ୍ତାହରେ ତିନି ଦିନ ଚାଲିବାକୁ ଥିବା ଏହି ଟ୍ରେନ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବା ସହ ତୀର୍ଥଯାତ୍ରୀ ଓ ସାଧାରଣ ଯାତ୍ରୀମାନଙ୍କ ପାଇଁ ଯାତାୟାତକୁ ସହଜ କରିବ ।

New Puri-Koraput Express

ଟ୍ରେନ ନଂ ୧୮୪୦୭ ପୁରୀରୁ -ସୋମବାର, ଗୁରୁବାର ଓ ଶନିବାର ଟ୍ରେନ ନଂ ୧୮୪୦୮ କୋରାପୁଟରୁ - ମଙ୍ଗଳବାର, ଶୁକ୍ରବାର ଓ ରବିବାର ଯାତ୍ରା କରିବ । ଏହି ଟ୍ରେନରେ ୧୯ଟି ଷ୍ଟପେଜ୍ ରହିବ । ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ-ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ ରୋଡ୍, ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ଟିକିରି, ଲକ୍ଷ୍ମୀପୁର ରୋଡ୍, କାକିରିଗୁମ୍ମା ଓ ଦାମନଯୋଡ଼ିରେ ରହିବ ଷ୍ଟପେଜ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+