ଆଜିଠୁ ଭକ୍ତ ନିବାସର ନୂଆ ପାର୍କିଂ ଫି ଲାଗୁ
ଆଜିଠୁ ଭକ୍ତ ନିବାସର ନୂଆ ପାର୍କିଂ ଫି ଲାଗୁ । ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କା କରାଯାଇଛି । ପୁରୀରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । କିଛିଦିନ ତଳେ ଭକ୍ତ ନିବାସରେ ଚାରି ଚକିଆ ଯାନ ପାଇଁ ପାର୍କିଂ ଫି ୫୦୦ ଟଙ୍କା କରାଯାଇଥିଲା ।
ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫି'ରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ହେଲେ ଏହି ନିଷ୍ପତ୍ତିରୁ ଓହରି ନଥିଲା ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ପରିଚାଳନା ବୈଠକରେ ଆଲୋଚନା ହୋଇ ପାର୍କିଂ ଫି' କମାଯାଇଛି ।

More From
-
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
IPL ୨୦୨୬: ଆଜିଠୁ ଆଇପିଏଲ, ଡିପେଣ୍ଡିଂ ଚାମ୍ପିଅନ ଆରସିବିକୁ ଭେଟିବ ଏସ୍ଆରଏଚ୍ -
Adani ଓ Youth4Jobsର ବଡ଼ ଉଦ୍ୟମ: ଭିନ୍ନକ୍ଷମ ଫଟୋଗ୍ରାଫରଙ୍କ ପାଇଁ Global Ability Photography Challenge 2026 ଆରମ୍ଭ -
ମହଜୁଦ ଅଛି ପେଟ୍ରୋଲିୟମ ସାମଗ୍ରୀ ଓ ଗ୍ୟାସ, ନିୟମାବଳୀକୁ ପାଳନ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର...








Click it and Unblock the Notifications