ନନ୍ଦନକାନନକୁ ଆସିଲା ନୂଆ ଅତିଥି
New Guest Arrive At Nandankanan Zoo: ନନ୍ଦନକାନନକୁ ଆସିଲା ନୂଆ ଅତିଥି । ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହୋଇଛି । ଏକ ବିରଣ ପ୍ରଜାତିର କୁମ୍ଭୀର, ହରିଣ, Golden pheasant ପରି ପ୍ରାଣୀଙ୍କୁ ନନ୍ଦନକାନନ ଅଣାଯାଇଥିବା ବେଳେ ବିରଳ ପ୍ରଜାତିର ସାପ, ମାଙ୍କଡ଼, ପକ୍ଷୀ ନନ୍ଦନକାନନରୁ ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କକୁ ପଠାଯାଇଛି । ହାଇଦ୍ରାବାଦରୁ ଏକ ୧୭ ଜଣିଆ ଟିମ୍ ଭୁବନେଶ୍ୱରସ୍ଥିତ ନନ୍ଦନକାନନକୁ ଆସି ଏହି ଜୀବଜନ୍ତୁକୁ ଅଦଳବଦଳ କରିଛନ୍ତି ।

ଏହାପୂର୍ବରୁ ମଧ୍ୟ ଅନେକ ଥରର ନନ୍ଦନକାନନକୁ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି । ସେପ୍ଟେମ୍ବର ମାସରେ କୋଲକତାରୁ ଦୁଇଟି ଜିରାଫକୁ ନନ୍ଦନକାନନକୁ ଅଣାଯାଇଥିଲା ।












Click it and Unblock the Notifications