ବାଲେଶ୍ବର FM ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାଗ୍ : ସାମ୍ନାକୁ ଆସିଲା ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ୍
ବାଲେଶ୍ବର FM ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାଗ୍ । ସାମ୍ନାକୁ ଆସିଲା ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ୍ । ପୀଡ଼ିତା ସାଇକେଲ୍ରେ ଯାଉଥିବାର ସିସିଟିଭି ଫୁଟେଜ୍ ।
ପୀଡ଼ିତା ସାଇକେଲ୍ରେ ପେଟ୍ରୋଲ ପମ୍ପ୍ ଆଡ଼କୁ ଯାଉଥିବା କୁହାଯାଉଛି ।
ଜୁଲାଇ ୧୨ ତାରିଖର ଦିନ ୧୦ଟା ୪୪ ମିନିଟ୍ର ସିସିଟିଭି ଫୁଟେଜ୍ । ସିସିଟିଭି ଫୁଟେଜ୍କୁ ନେଇ କ୍ରାଇମବ୍ରାଞ୍ଚର ତନାଘନା
FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ସିସିଟିଭି ଫୁଟେଜ୍ ।













Click it and Unblock the Notifications