୪ ଜିଲ୍ଲାରେ ବିଜେଡିର ନୂଆ ସଭାପତି !
ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ଚାରିଟି ଜିଲା ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏହି ନିଯୁକ୍ତି ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଓ ୨୦୨୪ ନିର୍ବାଚନରେ ପରାଜୟ ପରେ ଦଳକୁ ପୁନର୍ଗଠନ କରିବା ଲକ୍ଷ୍ୟରେ କରାଯାଇଥିବା ଜଣାପଡ଼ିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ବିଜେଡି ସଭାପତି ଭାବେ ବିକ୍ରମ ପଣ୍ଡା, କଟକ ଜିଲା ପାଇଁ ପ୍ରଫୁଲ୍ଲ ସିଂ, କେନ୍ଦ୍ରାପଡ଼ା ଜିଲା ପାଇଁ ଶିବ ପ୍ରସାଦ ଭୋଳ ଏବଂ କଳାହାଣ୍ଡି ଜିଲା ପାଇଁ ପ୍ରଦୀପ ଦିଶାରୀଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି।












Click it and Unblock the Notifications