ଆଜିଠୁ ନୌସେନାର ଯୁଦ୍ଧାଭ୍ୟାସ, ପୁରୀ ବେଳାଭୂମିରେ ପହଞ୍ଚିଲା ୪ଟି ଯୁଦ୍ଧ ଟ୍ୟାଙ୍କ

Navy Day Celebrations In Puri: ନୌସେନା ଦିବସ ପାଇଁ ପୁରୀରେ ଜୋରଦାର ଚାଲିଛି ପ୍ରସ୍ତୁତି କାରଣ ପ୍ରଥମର ଓଡ଼ିଶା ପୁରୀ ଉପକୂଳରେ ପାଳନ ହେବାକୁ ଯାଉଛି ନ୍ୟାଭି ଡେ'। ଯେଉଁଥି ଆଜିଠୁ ବେଳାଭୂମୀରେ ପହଞ୍ଚିଛି ଟ୍ୟାଙ୍କ୍ ଓ ଜାହଜ। ପୁରୀ ବେଳାଭୂମିରେ ୪ଟି ଯୁଦ୍ଧ ଟ୍ୟାଙ୍କ ପହଞ୍ଚିଯାଇଛି ସେହିପରି ଆସନ୍ତାକାଲି ମଧ୍ୟ ଆଉ କିଛି ଟ୍ୟାଙ୍କ ପହଞ୍ଚିବା ନେଇ ସୂଚନା ରହିଛି ।

Navy Day Celebrations In Puri

ଡିସେମ୍ବର ୪ରେ ନୌସେନା ଦିବସ ଦିନ ବ୍ଲୁ ଫ୍ଲାଗ୍ ବିଚ ହେବ ନୌ ମ୍ୟାନସ ଲ୍ୟାଣ୍ତ । ସମୁଦ୍ର ଭିତରେ ଅଭ୍ୟାସ କରୁଛି ଯୁଦ୍ଧ ପୋତ । ସେହିପରି ୪ଟି ଲଢ଼ୁଆ ହେଲିକପ୍ଟର ପୁରୀ ସମୁଦ୍ର ଉପରେ ଚକ୍କର କାଟୁଛି । ସେହିପରି ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବଡ଼ ବଡ଼ ଏଲଇଡି ମଧ୍ୟ ଲଗାଯାଇଛି । ନୌବାହିନୀର ବରିଷ୍ଠ ଅଧିକାରୀମାନେ ଆଜିଠାରୁ ପୁରୀରେ ପହଞ୍ଚିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+