Get Updates
Get notified of breaking news, exclusive insights, and must-see stories!

ନବୀନଙ୍କ କଡ଼ା କାଉଣ୍ଟର, କହିଲେ ବିଜେଡି ଅଛି ଓ ଶହେ ବର୍ଷ ରହିବ

ଆଜି ବିଜେଡି ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ୨୯ତମ ବିଜେଡି ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି ।

ଦୀର୍ଘ ଦିନ ହେବା ବିଜେଡିକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଉପରେ ବକ୍ତବ୍ୟ ରଖିଛନ୍ତି ସଭାପତି । ପ୍ରତିଷ୍ଠା ଦିବସରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନାବାଳିକା ଦୁଷ୍କର୍ମ ବଢିଛି, ହେଲେ ସରକାର ଚୁପ୍‌ ହୋଇ ବସିଛନ୍ତି । ଡବଲ ଇଞ୍ଜିନ ସରକାରରେ ବିକାଶ କାଈଇଁ, ଧାନ ମଣ୍ଡିରେ ଅବ୍ୟବସ୍ଥା, ମିଶନ ଶକ୍ତି ମା ହଇରାଣ, ଶିଶୁ ବି ଓଡ଼ିଶାରେ ସୁରକ୍ଷିତ ନୁହଁନ୍ତି, ଯୁବ ସମାଜ ହତାଶ ।

Naveen s

ଏହାସହିତ ବିଜେଡିକୁ ନେଇ ଯେଉଁ ଅପପ୍ରଚାର ଚାଲିଛି, ତାହା କେବଳ ଅପପ୍ରଚାର । ବିଜେଡିକୁ କେହି କେବେ ଭାଙ୍ଗିପାରିବେନି । ବିଜେଡି ଅଛି ଓ ରହିବ, ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡିରାଜ୍ୟରେ ରହିବ । ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବ । ଆଜି ପ୍ରତିଷ୍ଠା ଦିବସରେ ଏଭଳି ଦୃଢୋକ୍ତି ବାଢିଛନ୍ତି ବିରୋଧୀ ଦଳ ନେତା ତଥା ସଭାପତି ନବୀନ ପଟ୍ଟନାୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+