Get Updates
Get notified of breaking news, exclusive insights, and must-see stories!

କ୍ରସ୍‌ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି...

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ନବୀନଙ୍କ ବଡ଼ ପ୍ରତିକ୍ରିୟା । ବିଜେଡି ବିଧାୟକ ଦଳର ସମର୍ଥନ ପ୍ରାର୍ଥୀଙ୍କୁ ଭୋଟ ନ ଦେବା ନେଇ କହିଲେ, ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି । ବିଜେପି ଘୋଡ଼ା ବେପାର କରୁଛି ବୋଲି ପୂର୍ବରୁ କହିଆସୁଥିଲି ।

naveen
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+