ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍; BSKY ଭଲ ନା ଆୟୁଷ୍ମାନ କହି ସମାଲୋଚନା କଲେ
ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍। ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି। ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦ୍ଲା ନେବା' । ୧୬ ମାସର ବିଜେପି ସରକାରରେ କାମ ଜିରୋ, ବିକାଶ ପୂରା ବନ୍ଦ । ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇ ନାହାନ୍ତି । ସେମାନେ ଗେମ୍ ଚେଞ୍ଜର ନୁହଁନ୍ତି, ନେମ୍ ଚେଞ୍ଜର କହିଲେ ନବୀନ। BSKY ଭଲ ନା ଆୟୁଷ୍ମାନ କହି ସମାଲୋଚନା କଲେ ନବୀନ।













Click it and Unblock the Notifications