Get Updates
Get notified of breaking news, exclusive insights, and must-see stories!

ସୋର ବିଧାୟକ ମାଧବ ଧଡାଙ୍କ ସହ କଥା ହେଲେ ନବୀନ

ସୋର ବିଧାୟକ ମାଧବ ଧଡାଙ୍କ ସହ କଣ କଥା ହେଲେ ନବୀନ ? ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ମାଧବ ଧଡ଼ା । କହିଲେ, ଦଳର ସୁପ୍ରିମୋ ଯାହା ନିଷ୍ପତି ନେଇଛନ୍ତି, ତାହା ଅକ୍ଷରେ ଅକ୍ଷରେ ପାଳନ କରିବୁ । ଦୁଇ ଦିନ ଧରି କାହିଁକି ଅନୁପସ୍ଥିତ ଥିଲେ ବୋଲି ମାଧବଙ୍କୁ ପଚାରିଲେ ନବୀନ ।

Naveen

ମାଧବ କହିଲେ, ଭାଣିଜୀ ବାହାଘର ଥିବାରୁ ବିଧାନସଭାରେ ଅନୁପସ୍ଥିତ ଥିଲି । ବାହାଘର ଭଲରେ ହେଲା କି ବୋଲି ପଚାରିଲେ ନବୀନ । ତେବେ ଦଳ ହୁଇପ ମାନିବୁ ବୋଲି କହିଛନ୍ତି ମାଧବ । ରବି ଜେନା ଦଳ ଛାଡିବା ନେଇ କହିଲେ, କିଏ କଣ ଚର୍ଚ୍ଚା କରିବେ କାହା ମୁହଁରେ ହାତ ଦେଇ ହେବ ନାହିଁ । ବିଜେଡିର ୪୮ ବିଧାୟକ ସଂଗଠିତ ଅଛନ୍ତି । ବିଜେପି ବାରମ୍ବାର ପ୍ରେସର୍ କରୁଛି, ହେଲେ ସେଥିରେ ସଫଳ ହେବେ ନାହିଁ ।

ସେପଟେ ବିଜେଡିକୁ ଘାରିଛି କ୍ରସ୍ ଭୋଟିଂ ଭୟ। ହ୍ବିପ୍ ପରେ ଜାରି ହେଲା ହୋଇଛି ନୋଟିସ୍ । ବିଜେଡି ବିଧାୟକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ। ବିଜେଡି ବିଧାୟକଙ୍କୁ ଚିଠି ଲେଖି ହ୍ବିପ୍ ମାନିବାକୁ କଡ଼ା ନିର୍ଦ୍ଦେଶ । ଆଜି ଓ ଆସନ୍ତାକାଲି ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+