ରାଉରକେଲାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କରିବେ ସର୍ବବୃହତ ହକି ଷ୍ଟାଡିୟମରେ ଭିତିପ୍ରସ୍ତର ସ୍ଥାପନ
ରାଉରକେଲାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ।
ରାଉରକେଲା: ରାଉରକେଲାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ । ଉଦ୍ଘାଟନ ସହ ସଭାରେ ଦେଇଛନ୍ତି ଯୋଗ । ୪ ହଜାର ୯ଶହ ୧୫ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ରାଉରକେଲାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିବେ ।
Inaugurating and laying foundation for various development projects in Sundargarh district. https://t.co/qOQ1tmjZow
— Naveen Patnaik (@Naveen_Odisha) February 16, 2021
ତେବେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ ପାଇଁ ରାଉଲକେଲାରେ ପହଞ୍ଚିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜସ୍ବ ମନ୍ତ୍ରୀଙ୍କ ସମେତ ବିଭିନ୍ନ ହେବିୱେଟ ନେତା ।













Click it and Unblock the Notifications