Get Updates
Get notified of breaking news, exclusive insights, and must-see stories!

Odisha CM Race: ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ

ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ । ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଲେ ବିଜେପିର ୫ ବରିଷ୍ଠ ନେତା। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ।{image--20240611-131404-0000-1718091966.jpg odia.oneindia.com

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅର୍ଥାତ୍‌ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ । ଆଉ ଏହି ବୈଠକ ପରେ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଘୋଷଣା କରାଯିବା ସମ୍ଭାବନା ରହିଛି । ଏହାସହ ବିଜେପି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସରକାରୀ ବାସଭବନ ପାଇଁ ସନ୍ଧାନ ଆରମ୍ଭ ହୋଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ ବାସଭବନ ନ ଥିଲା । ସେ ନିଜ ବାସଭବନ ନବୀନ ନିବାସରେ ରହି ଗତ ୨୪ ବର୍ଷ ହେବ କାର୍ଯ୍ୟ କରୁଥିଲେ।

ତେବେ ଭାଜପାର ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସାଧାରଣ ପ୍ରଶାସନ
ବିଭାଗ ଉପଯୁକ୍ତ ତଥା ବିସ୍ତୃତ କ୍ୱାର୍ଟର ଖୋଜିବା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କକ୍ଷକୁ ଅନ୍ତର୍ଭୁକ୍ତ କରି କିଛି ଖାଲି କ୍ୱାର୍ଟର୍ସକୁ ତାଲିକାଭୁକ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+