Get Updates
Get notified of breaking news, exclusive insights, and must-see stories!

ଶପଥ ଗ୍ରହଣ ସମାରୋହରେ ପହଞ୍ଚିଲେ ନବୀନ

ଶପଥ ଗ୍ରହଣ ସମାରୋହରେ ପହଞ୍ଚିଲେ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେଡି ସଭାପତି ନବୀନ ପହଞ୍ଚିଲେ ଶପଥ ଗ୍ରହଣ ସମାରୋହରେ , ନବୀନଙ୍କୁ ଆଜି ନିମନ୍ତ୍ରଣ ଦେବାକୁ ଯାଇଥିଲେ ନିଜେ ମୋହନ ମାଝୀ ସମାରୋହକୁ ଆସିବାକୁ ମୋହନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ନବୀନ । କିଛି ସମୟ ପରେ ଆରମ୍ଭ ହେବ ବିଜେପିର ଶପଥ ସମାରୋହ ।

Naveen pattnaik

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ସଭାସ୍ଥଳରେ ପହଞ୍ଚିଛନ୍ତି ବିଭିନ୍ନ କେନ୍ଦ୍ର ନେତୃତ୍ୱ । ସେହିପରି ରାଜ୍ୟରେ ବରିଷ୍ଠ ବିଜେପି ନେତା, କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ତେବେ ଏହି ଉତ୍ସବରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ମଞ୍ଚ ଉପରେ ପହଞ୍ଚିବା ପରେ ସେଠାରେ ସମସ୍ତଙ୍କ ସହ ଭେଟି ନିଜ ସିଟରେ ବସିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+