Get Updates
Get notified of breaking news, exclusive insights, and must-see stories!

ନବୀନ ଘୋଡ଼ା ବେପାରରେ ମାହିର;ପ୍ରତାପ ଶଡଙ୍ଗୀ

ନବୀନଙ୍କ ପୋଲ ଖୋଲିଲେ ସାଂସଦ ପ୍ରତାପ ଶଡଙ୍ଗୀ । କହିଲେ, ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ । ମୋତେ କିଣିବାକୁ ଚେଷ୍ଟା କରିଥିଲେ , ପଠେଇଥିଲେ ନେତା । ଘୋଡା ବେପାରରେ ନବୀନ ମାହିର । ୩ ଜଣ ବିଧାୟକଙ୍କୁ ପଠାଇଥିଲେ ମୁଁ ମନା କରିଥିଲି । ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି , କ୍ଷମତା ଆଉ ନାହିଁ ।

Pratap Shadangi

ସେଥିପାଇଁ ଘୋଡା ବେପାର କଥା କହୁଛନ୍ତି, ବିଜେପି ଘୋଡା ବେପାର କରୁନି । ଏପଟେ ଜୟନାରାୟଣ ମଧ୍ୟ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି , ନବୀନଙ୍କର ଘୋଡା ବେପାର ଅଭିଜ୍ଞତା ରହିଛି । ଆମେ ଘୋଡା ବେପାର କରୁନୁ, ବିବେକାନୁମୋଦିତ ଭୋଟ ମାଗିଛୁ । ବିଜେଡି ବୁଡିଲା ଡଙ୍ଗା, ସିଏ ଡଙ୍ଗାରେ କିଏ ବସିବ । ଏଥିରୁ ନବୀନ ପରାଜୟ ସ୍ୱୀକାର କରୁଥିବା ଜଣାପଡିଗଲାଣି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+