ରାଜ୍ୟରେ ନିର୍ମାଣ ହେବ ନ୍ୟାସନାଲ୍‌ ସ୍କୁଲ୍ ଅଫ୍ ଡ୍ରାମା

ରାଜ୍ୟରେ ନିର୍ମାଣ ହେବ ନ୍ୟାସନାଲ୍‌ ସ୍କୁଲ୍ ଅଫ୍ ଡ୍ରାମା। ଗୃହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଲିଖିତ ଉତ୍ତର। ନ୍ୟାସନାଲ୍‌ ସ୍କୁଲ୍ ଅଫ୍ ଡ୍ରାମା ନିର୍ମାଣ ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି ।ଓଡ଼ିଶାରେ ନାଟକର ଉନ୍ନତି, ପ୍ରଚାର ପ୍ରସାର କରାଯାଉଛି । ରାଜ୍ୟ ଓ ରାଜ୍ୟ ବାହାରେ ଓଡ଼ିଆ ନାଟକ ଆୟୋଜିତ କରାଯାଉଛି ।

National School of Drama
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+