ଓଡ଼ିଶାକୁ କେନ୍ଦ୍ରର ବଡ଼ ଭେଟି, ରାଜ୍ୟର ଏହି ଜିଲ୍ଲାରେ ଖୋଲିବ ନ୍ୟାସନାଲ୍ ଫୋରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି
ଓଡ଼ିଶାକୁ କେନ୍ଦ୍ର ସରକାର ଆଉ ଏକ ବଡ଼ ଭେଟି ଦେଇଛନ୍ତି। ଖୋର୍ଦ୍ଧାରେ ନ୍ୟାଶନାଲ ଫରେନସିକ୍ ସାଇନ୍ସ ୟୁନିଭର୍ସିଟି ଖୋଲିବ ବୋଲି କେନ୍ଦ୍ର ସରକାର ସ୍ତରରେ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏନେଇ କୃତଜ୍ଞତା ଜଣାଇଛନ୍ତି ଭାଜପା ବିଧାୟକ ଈରାଶିଷ ଆଚାର୍ଯ୍ୟ।












Click it and Unblock the Notifications