ନୃସିଂହଙ୍କ ବିସ୍ଫୋରକ ବୟାନ; କହିଲେ ପାଣ୍ଡିଆନଙ୍କ ପାଇଁ ହିଁ ହାରିଲା ଦଳ

ବିଜେଡି ନେତା ପ୍ରଫୁଲ ମଲ୍ଲିକଙ୍କ ପରେ ନୃସିଂହ ସାହୁଙ୍କ ବଡ଼ ବୟାନ । ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା କହିଲେ ନୃସିଂହ । ପାଣ୍ଡିଆନଙ୍କ ଯୋଗଦେବା ପରେ ଦଳ କ୍ଷତିଗ୍ରସ୍ତ ହେଲା । ନବୀନ ୨ଟି ସ୍ଥାନରେ ଛିଡ଼ା ହେଲେ, ଯାହାକୁ ନେଇ ବିଜେପି ଅପପ୍ରଚାର କଲା ।

bjd

କିଛି ଲୋକ ଆମ ବୈଠକକୁ ଭୁଲ୍ ଚିତ୍ରଣ କରି ନବୀନଙ୍କୁ କହିଛନ୍ତି । ଆମେ ଯେତେବେଳେ ଏକାଠି ବସୁ ଦଳର ହିତ କଥା ଚିନ୍ତା କରୁ । ଅତନୁ, ସଞ୍ଜୟଙ୍କ ଭଳି ନେତା ଆଗରୁ ହୋଟେଲରେ ବୈଠକ କରିଛନ୍ତି । ନବୀନଙ୍କୁ ଜଣାଇଛୁୁ, ସସ୍ମିତ ଯାହା କଲେ ଠିକ୍ କଲେନି । କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ କହିଛୁ, ସେ ବିଚାର କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+