ନରେନ୍ଦ୍ର ପୁଷ୍କରିଣୀ ଅଘଟଣ ; ଗାଧୋଇବା ବେଳେ ଚାଲିଗଲା ୨ ଯୁବକଙ୍କ ଜୀବନ

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ମଙ୍ଗଳବାର ୨ ଯୁବକଙ୍କ ପ୍ରାଣହାନି ଘଟିଛି। ଗାଧୋଇବାକୁ ଯାଇଥିବା ଦୁଇ ଯୁବକ ଦୁର୍ଭାଗ୍ୟବଶତଃ ପୁଷ୍କରିଣୀରେ ବୁଡ଼ି ଯାଇଥିଲେ।

Narendra pool

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ପୁଷ୍କରିଣୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+