ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି, କ୍ୟାବିନେଟରେ କିଏ କିଏ ?
ମୋଦି ୩.୦ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନ ବୈଷ୍ଣବ । ପୂର୍ବରୁ ମଧ୍ୟ ଏହି ୩ ଜଣ ବିଭିନ୍ନ ସମୟରେ ମୋଦି ସରକାରରେ ମନ୍ତ୍ରୀ ଭାବେ କାମ କରି ସାରିଛନ୍ତି ।
ଜୁଏଲ ଓରାମ ମୋଦି ସରକାରର ପ୍ରଥମ ପାଳିରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ତାଙ୍କୁ ମନ୍ତ୍ରୀ ପଦ ମିଳି ନଥିଲା। ଏଥର ସେ ଓଡ଼ିଶାର ସୁନ୍ଦରଗଡ଼ ଲୋକସଭା ଆସନରୁ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ତେଣୁ ମୋଦି ୩.୦ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

- ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି
- ରାଜନାଥ ସିଂହ- କ୍ୟାବିନେଟ ମନ୍ତ୍ରୀ
- ଅମିତ ଶାହ- କ୍ୟାବିନେଟ ମନ୍ତ୍ରୀ
- ନୀତିନ ଗଡ଼କରୀ- କ୍ୟାବିନେଟ ମନ୍ତ୍ରୀ
- ଜେପି ନଡ୍ଡା- କ୍ୟାବିନେଟ ମନ୍ତ୍ରୀ
- ଶିବରାଜ ସିଂ ଚୌହ୍ୱାନ- କ୍ୟାବିନେଟ ମନ୍ତ୍ରୀ
- ନିର୍ମଳା ସୀତାରମଣ- କ୍ୟାବିନେଟ ମନ୍ତ୍ରୀ
- ଏସ. ଜୟଶଙ୍କର- କ୍ୟାବିନେଟ ମନ୍ତ୍ରୀ
- ମନୋହରଲାଲ- କ୍ୟାବିନେଟ ମନ୍ତ୍ରୀ
- ଏଚଡି କୁମାରସ୍ୱାମୀ- କ୍ୟାବିନେଟ ମନ୍ତ୍ରୀ
- ପୀୟୂଷ ଗୋୟଲ- କ୍ୟାବିନେଟ ମନ୍ତ୍ରୀ
- ଧର୍ମେନ୍ଦ୍ର ପ୍ରଧାନ- କ୍ୟାବିନେଟ ମନ୍ତ୍ରୀ
- ଜିତନରାମ ମାଂଝି- କ୍ୟାବିନେଟ ମନ୍ତ୍ରୀ
- ଲଲନ ସିଂ- କ୍ୟାବିନେଟ ମନ୍ତ୍ରୀ
- ସର୍ବାନନ୍ଦ ସୋନୱାଲା- କ୍ୟାବିନେଟ ମନ୍ତ୍ରୀ
- ଡ. ବିରେନ୍ଦ୍ର କୁମାର- କ୍ୟାବିନେଟ ମନ୍ତ୍ରୀ
- କିଞ୍ଜାରାପୁ ରାମମୋହନ ନାଇଡୁ- କ୍ୟାବିନେଟ ମନ୍ତ୍ରୀ
- ପ୍ରହଲ୍ଲାଦ ଯୋଶୀ- କ୍ୟାବିନେଟ ମନ୍ତ୍ରୀ
- ଜୁଏଲ ଓରାମ- କ୍ୟାବିନେଟ ମନ୍ତ୍ରୀ
- ଗିରିରାଜ ସିଂ- କ୍ୟାବିନେଟ ମନ୍ତ୍ରୀ
- ଅଶ୍ୱିନ ବୈଷ୍ଣବ- କ୍ୟାବିନେଟ ମନ୍ତ୍ରୀ
- ଜ୍ୟୋତିରାଦିତ୍ୟ ସିନ୍ଧିଆ- କ୍ୟାବିନେଟ ମନ୍ତ୍ରୀ
- ଭୁପେନ୍ଦ୍ର ଯାଦବ- କ୍ୟାବିନେଟ ମନ୍ତ୍ରୀ
- ଗଜେନ୍ଦ୍ର ସିଂ ଶେଖାୱତ- କ୍ୟାବିନେଟ ମନ୍ତ୍ରୀ
- ଅନ୍ନପୂର୍ଣ୍ଣା ଦେବୀ- କ୍ୟାବିନେଟ ମନ୍ତ୍ରୀ
- କିରନ ରିଜିଜ୍ଜୁ- କ୍ୟାବିନେଟ ମନ୍ତ୍ରୀ
- ହରଦୀପ ସିଂ ପୁରୀ- କ୍ୟାବିନେଟ ମନ୍ତ୍ରୀ
- ମନସୁଖ ମାଣ୍ଡଭ୍ୟ- କ୍ୟାବିନେଟ ମନ୍ତ୍ରୀ
- ଜି. କିଶନ ରେଡ୍ଡି- କ୍ୟାବିନେଟ ମନ୍ତ୍ରୀ
- ଚିରାଗ ପାସୱାନ- କ୍ୟାବିନେଟ ମନ୍ତ୍ରୀ
- ସିଆର ପାଟିଲ- କ୍ୟାବିନେଟ ମନ୍ତ୍ରୀ












Click it and Unblock the Notifications