ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ, ନୂଆ ଖୁଆଡ଼ର ହେବ ଶୁଭ ଉଦଘାଟନ କରିବେ ପରିବେଶ ମନ୍ତ୍ରୀ

ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ । ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ । ଚଳିତ ବର୍ଷ ନନ୍ଦନକାନନରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପ୍ରତିଷ୍ଠା ଦିବ ସ। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ ଯୋଗଦେବେ । ନୂଆ ଖୁଆଡ଼ର ଶୁଭ ଉଦଘାଟନ କରିବେ ।

Nandankanan s

ଉତ୍ତର-ପୂର୍ବ ପଟତଳ, ଛୋଟ ବିରାଡ଼ି ଖୁଆଡ, ସମ୍ମୁଖ କାଚ ଦୃଶ୍ୟମାନ କଲରାପତରିଆ ବାଘ ଖୁଆଡ଼, ଶାଳିଆପତନି ଓ ଡାଳିଓଧ ଖୁଆଡ଼ ସମୂହ, ଉଦ୍ୟାନ କୃଷି, ତୃଣଭୋଜୀ କ୍ୱାରେଣ୍ଟାଇନ ଓ ସରୀସୃପ କ୍ୱାରେଣ୍ଟାଇନକୁ ଉଦଘାଟନ କରିବେ । ପରେ ପରେ ପ୍ରାଣୀ ଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହ ଛୁଆ, ସିମ୍ପାଞ୍ଜି ଛୁଆ ଓ ହିମାଳୟ କଳାଭାଲୁ ଛୁଆଙ୍କ ନାମକରଣ ହେବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କାର୍ଯ୍ୟରତ କର୍ମଚାରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ ।ନୂଆ ଖୁଆଡ ଉଦଘାଟନ ପରେ ପର୍ଯ୍ୟଟକ ମାନେ ଅଧିକ ମଜା ଉଠାଇ ପାରିବେ । ନୂଆ ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+