Get Updates
Get notified of breaking news, exclusive insights, and must-see stories!

ଆସନ୍ତା ସୋମବାର ଖୋଲା ରହିବ ନନ୍ଦନକାନନ ଚିଡିଆଖାନା,ମଙ୍ଗଳବାର ରହିବ ବନ୍ଦ

ଆସନ୍ତା ସୋମବାର ଜାନୁଆରୀ ୨୬ ତାରିଖରେ ଖୋଲା ରହିବ ନନ୍ଦନକାନନ ଚିଡିଆଖାନା । ସାଧାରଣତନ୍ତ୍ର ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ଖୋଲା ରହିବ ବୋଲି ଚିଡିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସୋମବାର ପରିବର୍ତ୍ତେ ମଙ୍ଗଳବାର ବନ୍ଦ ରହିବ ନନ୍ଦନକାନନ ।

Nandankanan

ସାଧାରଣତଃ ନନ୍ଦନକାନନ ଚିଡିଆଖାନା ସୋମବାର ଦିନ ବନ୍ଦ ରହିଥାଏ । ତେବେ ଏଥର ସାଧାରଣତନ୍ତ୍ର ଦିବସ ସୋମବାର ପଡିଥିବାରୁ ସେଦିନ ଏହା ଖୋଲା ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+