ରାଜ୍ୟରେ SIR ପ୍ରକ୍ରିୟାରେ କଟିଲା ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ, ଆପତ୍ତି ଥିଲେ ଅଗଷ୍ଟ ୪ ଭିତରେ ଜଣାଇବେ

୨୦ ଲକ୍ଷ ଭୋଟରଙ୍କ ନାଁ କଟିଲା । ରାଜ୍ୟରେ ଚାଲିଥିବା SIR ପ୍ରକ୍ରିୟାରେ କଟିଛି ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର, ଏସ୍ ଗୋପାଳନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୩ କୋଟି ୧୩ ଲକ୍ଷ ଭୋଟର ରହିଛନ୍ତି । ଅଯୋଗ୍ୟ ବକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ଥିଲା ଆମର ପ୍ରାଥମିକତା । ଯଦି ଭୁଲ୍ରେ କାହାର ନାଁ କଟିଥିବ, ତେବେ ସେ ଆବେଦନ କରିପାରିବେ । BLOଙ୍କୁ କଲ୍ କରି ଅଥବା ଓ୍ୱେବସାଇଟ୍ରେ ନାଁ ଅଛି କି ନାହିଁ ଚେକ୍ ବି କରିପାରିବେ । ଯଦି ନାଁ ନଥିବ, ତେବେ ଫର୍ମ-୬ରେ ଆନେକ୍ସର-୪ ଅନୁଯାୟୀ ଆବେଦନ କରିପାରିବେ । ୧୮ ବର୍ଷରୁ ଅଧିକ ବୟସ ଥିବା ସମସ୍ତେ ଆବେଦନ କରିପାରିବେ ।

Names of over 20 lakh voters i
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+