ନବ ଦାସ ହତ୍ୟା ମାମଲା: ଦୀପାଳି ଦାସଙ୍କ ବଡ଼ ବୟାନ, କହିଲେ CBI ତଦନ୍ତ ପାଇଁ ଚିଠି ଲେଖିବୁ
Odisha News: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏହାରି ମଧ୍ୟରେ ଦୁଇ ବର୍ଷ ବିତି ଗଲାଣି । ହେଲେ ଏବେ ମଧ୍ୟ ଏହି ମାମଲାର ସମାଧାନ ହୋଇ ପାରୁ ନାହିଁ । ଏହାରି ମଧ୍ୟରେ ନବ ଦାସଙ୍କ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀପାଳି କହିଛନ୍ତି,ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ ଖୁବ୍ ଶୀଘ୍ର ଏନେଇ ଚିଠି ଲେଖିବୁ, ପ୍ରସ୍ତୁତି ଚାଲିଛି ଖୁବ୍ ଶୀଘ୍ର ପ୍ରଦାନ କରିବୁ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଦୁଇ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କର ହତ୍ୟା କରାଯାଇଥିଲା ।












Click it and Unblock the Notifications