ଖୋଲିବ ନବ ଦାସଙ୍କ ହତ୍ୟା ମାମଲାର ଗୁମର, ଗୋପାଳର କଲ ରେକର୍ଡ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ୍

ନବଦାସ ହତ୍ୟା ମାମଲା । ଏହି ମାମଲାରେ ପୁଣି ସକ୍ରିୟ ହେଲା କ୍ରାଇମ୍‌ବ୍ରାଂଚ । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଂଚ୍ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କାହାକାହା ସହ ଯୋଗାଯୋଗରେ ଥିଲା ଗୋପାଳ। ଖୋଜୁଛି କ୍ରାଇମ୍‌ବ୍ରାଂଚ ।

Naba Das

ହତ୍ୟାକାଣ୍ଡ ଘଟାଇବା ଏକ ରୁ ଦୁଇ ମାସ ମଧ୍ୟରେ ଗୋପାଳ କାହା ସହ କଥା ହୋଇଥିଲା ତାହା ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ । ଆବଶ୍ୟକ ପଡିଲେ କଲ୍ ରେକର୍ଡ ଡାଟା ମିଳିବା ପରେ କିଛି ଅନ୍ୟ ବ୍ୟକ୍ତିଙ୍କୁ ଜେରା ହୋଇପାରେ। ସ୍ପଟ୍ ଇନ୍‌କ୍ୱାରୀ ସହ କ୍ରାଇମ୍‌ବ୍ରାଞ୍ଚର ଫାଷ୍ଟ ଷ୍ଟେପ ଇନ୍‌କ୍ୱାରୀ ସରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+