For Quick Alerts
Turn On Notification  
For Daily Alerts
Oneindia App Download

ଝାରପଡା ଜେଲରେ ହେବ ଛତୁ ଚାଷ

ଜେଲରେ ସୋରିଷ ତେଲ, ମୁଢି, ବେସନ ଆଦି ପ୍ରସ୍ତୁତ ହେବା ପରେ ଆଉ କିଛି ନୂଆ ସାମାଗ୍ରୀ ପ୍ରସ୍ତୁତ କରିବା ଲାଗି ଯୋଜନା କରାଯାଇଛି ।

|

ଭୁବନେଶ୍ବର: ଝାରପଡା ଜେଲ ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରାଇବା ପ୍ରୟାସରେ ଆଉ ପାଦେ ଆଗୁ ବଢିଛି । ଜେଲରେ ସୋରିଷ ତେଲ, ମୁଢି, ବେସନ ଆଦି ପ୍ରସ୍ତୁତ ହେବା ପରେ ଆଉ କିଛି ନୂଆ ସାମାଗ୍ରୀ ପ୍ରସ୍ତୁତ କରିବା ଲାଗି ଯୋଜନା କରାଯାଇଛି ।

Jharpada jail

ଜେଲରେ ଛତୁ ଚାଷ, ଫିନାଇଲ ଓ ବିଭିନ୍ନ ଡିଜାଇନ ମହମବତୀ ପ୍ରସ୍ତୁତ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମାସ ଶେଷ ସୁଦ୍ଧା ଝାରପଡା ଜେଲରେ ଫିନାଇଲ ପ୍ରସ୍ତୁତ କରାଯାଇ ବାଜରକୁ ଛାଡଯିବ । ଏଥିସହିତ ଡିଜାଇନ ମହମବତୀ ପ୍ରସ୍ତୁତ କରାଯାଇ ମାର୍କେଟକୁ ବିକ୍ରି ଲାଗି ଛଡାଯିବ ବୋଲି ଝାରପଡା ଜେଲ ଅଧକ୍ଷ ଧିରେନ୍ଦ୍ର ନାଥ ବାରିକ କହିଛନ୍ତି ।

ସେହିପରି ଜେଲ ପରିସରରେ ଛତୁ ଚାଷ ଲାଗି ନଡା ଓ ଅନ୍ୟନ୍ୟ ସାମଗ୍ରୀ ଆସିବା ଲାଗି ଯୋଜନା କରାଯାଇଛି । ଖୁବଶୀଘ୍ର ଏ ସବୁ ଉତ୍ପାଦନ କରାଯାଇ ବଜାରକୁ ଛଡାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
mushroom cultivation will be in Jharpada jail
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X