ଆସିଲା ପୌରସଂସ୍ଥା ଅଧ୍ୟକ୍ଷ ସଂରକ୍ଷଣ ତାଲିକା
ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।
ଭୁବନେଶ୍ୱର: ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୬୫ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ସଂରକ୍ଷିତ ହୋଇଥିବା ବେଳେ ୪୨ଟି ଆସନ ଅଣସଂରକ୍ଷିତ ରହିଛି । ୯ଟି ପୌରାଧ୍ୟକ୍ଷ ଆସନ ଅନୁସୂଚିତଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ୮ଟି ପୌରାଧ୍ୟକ୍ଷ ଆସନ ଅନୁସୂଚିତଜାତି ପାଇଁ ସଂରକ୍ଷିତ ରହିଛି । ସେହିପରି ୫ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୩ଟି ଅନୁସୂଚିତ ଜନଜାତି, ୪୦ଟି ସାଧାରଣ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
ଜି.ଉଦୟଗିରି (ଏନ୍ଏସି), କାଶୀନଗର (ଏନ୍ଏସି), କରଞ୍ଜିଆ (ଏନ୍ଏସି), ଗୁଣୁପୁର (ମ୍ୟୁନିସିପାଲିଟି), ଖରିଆର ରୋଡ୍ (ଏନ୍ଏସି), ବାସୁଦେବପୁର (ମ୍ୟୁନିସିପାଲିଟି), ଛତ୍ରପୁର (ଏନ୍ଏସି), ରମ୍ଭା (ଏନ୍ଏସି), ସୁନ୍ଦରଗଡ଼ (ମ୍ୟୁନିସିପାଲିଟି), ଉଦଳା (ଏନ୍ଏସି), ଚିକିଟି (ଏନ୍ଏସି), ବାଲେଶ୍ୱର (ମ୍ୟୁନିସିପାଲିଟି), ଟିଟିଲାଗଡ଼ (ମ୍ୟୁନିସିପାଲିଟି), ଜଗତସିଂହପୁର (ମ୍ୟୁନିସିପାଲିଟି), ଭଦ୍ରକ (ମ୍ୟୁନିସିପାଲିଟି), ଯାଜପୁର (ମ୍ୟୁନିସିପାଲିଟି), ଧର୍ମଗଡ଼ (ଏନ୍ଏସି), ବରଗଡ଼ (ମ୍ୟୁନିସିପାଲିଟି), ପୁରୁଷତ୍ତୋମପୁର (ଏନ୍ଏସି), ନିମାପଡ଼ା (ଏନ୍ଏସି), ଭବାନୀପାଟଣା (ମ୍ୟୁନିସିପାଲିଟି), ବଲାଙ୍ଗିର (ମ୍ୟୁନିସିପାଲିଟି), କେନ୍ଦ୍ରାପଡ଼ା (ମ୍ୟୁନିସିପାଲିଟି), ସୋନପୁର (ମ୍ୟୁନିସିପାଲିଟି), କୋଣାର୍କ (ଏନ୍ଏସି), ଆଠଗଡ଼ (ଏନ୍ଏସି), ଦେବଗଡ଼ (ମ୍ୟୁନିସିପାଲିଟି), ରଣପୁର (ଏନ୍ଏସି), ନୟାଗଡ଼ (ମ୍ୟୁନିସିପାଲିଟି), ଗଞ୍ଜାମ (ଏନ୍ଏସି), ଢେଙ୍କାନାଳ (ମ୍ୟୁନିସିପାଲିଟି), ଫୁଲବାଣୀ (ମ୍ୟୁନିସିପାଲିଟି), ଖୋର୍ଦ୍ଧା (ମ୍ୟୁନିସିପାଲିଟି), ବାଲୁଗାଁ (ଏନ୍ଏସି), ପୁରୀ (ମ୍ୟୁନିସିପାଲିଟି), କେନ୍ଦୁଝରଗଡ଼ (ମ୍ୟୁନିସିପାଲିଟି), ଖଣ୍ଡପଡ଼ା (ଏନ୍ଏସି), ଚୌଦ୍ୱାର (ମ୍ୟୁନିସିପାଲିଟି), ଆଠମଲ୍ଲିକ (ଏନ୍ଏସି), ବାଙ୍କୀ (ଏନ୍ଏନ୍ସି)।
ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
ଚାନ୍ଦବାଲି (ଏନ୍ଏସି), ବିଜେପୁର (ଏନ୍ଏସି), ରେମୁଣା (ଏନ୍ଏସି), ଦଶପଲ୍ଲା (ଏନ୍ଏସି), ପାରଳାଖେମୁଣ୍ଡି (ମ୍ୟୁନିସିପାଲିଟି), ପଦ୍ମପୁର (ଏନ୍ଏସି), ନୀଳଗିରି (ଏନ୍ଏସି), ତରଭା (ଏନ୍ଏସି), ପୋଲସରା (ଏନ୍ଏସି)
ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
ବ୍ରଜରାଜନଗର (ମ୍ୟୁନିସିପାଲିଟି), ଉମରକୋଟ (ମ୍ୟୁନିସିପାଲିଟି), ଗୁଡ଼ାରୀ (ଏନ୍ଏସି), ଆନନ୍ଦପୁର (ମ୍ୟୁନିସିପାଲିଟି), ବ୍ୟାସନଗର (ମ୍ୟୁନିସିପାଲିଟି)
ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
କୋରାପୁଟ (ମ୍ୟୁନିସିପାଲିଟି), କବିସୂର୍ଯ୍ୟନଗର (ଏନ୍ଏସି), ସୋର (ମ୍ୟୁନିସିପାଲିଟି), ଖଲ୍ଲିକୋଟ (ଏନ୍ଏସି), ଝାରସୁଗୁଡ଼ା (ମ୍ୟୁନିସିପାଲିଟି), ବେଲଗୁଣ୍ଠ (ଏନ୍ଏସି), ଜଟଣୀ (ମ୍ୟୁନିସିପାଲିଟି), ନବରଙ୍ଗପୁର (ମ୍ୟୁନିସିପାଲିଟି)
ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ
ବାଲିଗୁଡ଼ା (ଏନ୍ଏସି), ପାଟଣାଗଡ଼ (ଏନ୍ଏସି), ବିନିକା (ଏନ୍ଏସି)।
ଅସଂରକ୍ଷିତ ଅଧ୍ୟକ୍ଷ ପଦବୀ
କୋଟପାଡ଼ (ଏନ୍ଏସି), ରାଇରଙ୍ଗପୁର (ମ୍ୟୁନିସିପାଲିଟି), ଜୁନାଗଡ଼ (ଏନ୍ଏସି), ଗୋପାଳପୁର (ଏନ୍ଏସି), ଜୟପୁର (ମ୍ୟୁନିସିପାଲିଟି), କୁଚିଣ୍ଡା (ଏନ୍ଏସି), ନୂଆପଡ଼ା (ଏନ୍ଏସି), ଭଞ୍ଜନଗର (ଏନ୍ଏସି), ବଡ଼ବିଲ (ମ୍ୟୁନିସିପାଲିଟି), ବାଣପୁର (ଏନ୍ଏସି), ବୀରମିତ୍ରପୁର (ମ୍ୟୁନିସିପାଲିଟି), ସୋରଡ଼ା (ଏନ୍ଏସି), ରାୟଗଡ଼ା (ମ୍ୟୁନିସିପାଲିଟି), ଦିଗପହଣ୍ଡି (ଏନ୍ଏସି), ଖରିଆର (ଏନ୍ଏସି), ବରପଲ୍ଲୀ (ଏନ୍ଏସି), ପଟ୍ଟାମୁଣ୍ଡାଇ (ମ୍ୟୁନିସିପାଲିଟି), ଜଳେଶ୍ୱର (ମ୍ୟୁନିସିପାଲିଟି), ଧର୍ମଗଡ଼ (ଏନ୍ଏସି), ବାଲିମେଳା (ଏନ୍ଏସି), ରାଜଗାଙ୍ଗପୁର (ମ୍ୟୁନିସିପାଲିଟି), ଆସ୍କା (ଏନ୍ଏସି), କେସିଙ୍ଗା (ଏନ୍ଏସି), ବୁଗୁଡ଼ା (ଏନ୍ଏସି), ପିପିଲି (ଏନ୍ଏସି), ହିଞ୍ଜିଳିକାଟୁ (ମ୍ୟୁନିସିପାଲିଟି), ଯୋଡ଼ା (ମ୍ୟୁନିସିପାଲିଟି), ବୌଦ୍ଧଗଡ଼ (ଏନ୍ଏସି), ତୁଷୁରା (ଏନ୍ଏସି), କଣ୍ଟାବାଞ୍ଜି (ଏନ୍ଏସି), ରେଢ଼ାଖୋଲ (ଏନ୍ଏସି), ସୁନାବେଡ଼ା (ମ୍ୟୁନିସିପାଲିଟି), ବାରିପଦା (ମ୍ୟୁନିସିପାଲିଟି), କୋଦଳା (ଏନ୍ଏସି), ଭୁବନ (ଏନ୍ଏସି), ବେଲପାହାଡ଼ (ଏନ୍ଏସି), କାମାକ୍ଷାନଗର (ଏନ୍ଏସି), ଚମ୍ପୁଆ (ଏନ୍ଏସି), ମାଲକାନଗିରି (ମ୍ୟୁନିସିପାଲିଟି), ତାଳଚେର (ମ୍ୟୁନିସିପାଲିଟି), ଅନୁଗୋଳ (ମ୍ୟୁନିସିପାଲିଟି), ପାରାଦୀପ (ମ୍ୟୁନିସିପାଲିଟି)।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ












Click it and Unblock the Notifications