ଦାୟିତ୍ବରୁ ହଟିଲେ MPC କଲେଜ ପରୀକ୍ଷା ନିୟନ୍ତ୍ରକ; ସୂଚନା ଦେଲେ ଉଚ୍ଚ ଶିକ୍ଷାବିଭାଗ ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ
ବାରିପଦା: ଦାୟିତ୍ବରୁ ହଟିଲେ MPC କଲେଜ ପରୀକ୍ଷା ନିୟନ୍ତ୍ରକ । ସୂଚନା ଦେଲେ ଉଚ୍ଚ ଶିକ୍ଷାବିଭାଗ ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ । କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଦାୟିତ୍ବରେ ଅବ୍ୟାହତି। କାଲି ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ସେମିଷ୍ଟର ରେଜଲ୍ଟ ବାହାରିବାରେ ଅହେତୁକ ବିଳମ୍ବ ଅଭିଯୋଗ କରିଥିଲେ ।













Click it and Unblock the Notifications